Advertisment

Today Panchang 21st August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୩ଶୀ ଦିବା ୧୨.୪୫ ଗତେ ୧୪ଶୀ । ଘାତଚନ୍ଦ୍ର- ନସ୍ତି । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ନାସ୍ତି ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୩ଶୀ ଦିବା ୧୨.୪୫ ଗତେ ୧୪ଶୀ । ଘାତଚନ୍ଦ୍ର- ନସ୍ତି । ଘାତବାର –  ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ନାସ୍ତି ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୩୨ ରୁ ୦୭.୧୨
ଦିବା – ୧୦.୩୪ ରୁ ୦୧.୦୫
ରାତ୍ରି – ୦୨.୨୯ ରୁ ୦୩.୧୫

ଅଶୁଭ ସମୟ - 

ରାହୁକାଳ - ଦିବା ୦୧.୨୪ ରୁ ୦୨.୫୮
କାଳବେଳା – ଦିବା ୦୨.୫୮ ରୁ ୦୪.୩୨
ବାରବେଳା- ଦିବା ୦୪.୩୨ ରୁ ୦୬.୦୭
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୫

Astrological Prediction Astrology Panchang
Advertisment
Advertisment