Advertisment

Today Panchang 20th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଦିବା ୦୮.୪୩ ଗତେ ବିଛା ।

ଅଦ୍ୟତନ ହୋଇଛି
Panchang Today 20th September 2023

Today Panchang

Advertisment

 ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର – ତୁଳା ଦିବା ୦୮.୪୩ ଗତେ ବିଛା । ତିଥି- ୫ମୀ ଦିବା ୦୨.୧୬ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ - କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୭ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ

ପ୍ରାତଃ- ୦୫.୩୮ ରୁ ୦୮.୦୩

ଦିବା- ୦୨.୨୭ ରୁ ୧୧.୪୦

ଦିବା- ୦୧.୪୦ ରୁ ୦୪.୦୫

ସନ୍ଧ୍ୟା- ୦୬.୨୯ ରୁ ୦୭.୧୭

ରାତ୍ରି – ୦୮.୫୨ ରୁ ୦୨.୩୯

ରାତ୍ରି- ୦୪.୦୯ ରୁ ୦୫.୩୮

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

ଅଶୁଭ ସମୟ

ରାହୁକାଳ - ଦିବା ୧୧.୪୦ ରୁ ୦୧.୧୦

କାଳ ବେଳା – ଦିବା ୦୮.୩୯ ରୁ ୧୦.୦୯

ବାର ବେଳା –ଦିବା ୧୧.୪୦ ରୁ ୦୧.୧୦

କାଳରାତ୍ରି –ରାତ୍ରି ୦୨.୩୯ ରୁ ୦୪.୦୯

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ