Today Panchang
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୨୫ ଗତେ ୭ମୀ ।
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର
ଘାତବାର- ବିଛା, ଧନୁ ଓ ମୀନ
ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ
ଶୁଭ ସମୟ
ପ୍ରାତଃ- ୦୫.୪୬ ରୁ ୦୬.୩୨
ପ୍ରାତଃ- ୦୭.୧୮ ରୁ ୦୮.୩୮
ଦିବା- ୧୧.୫୪ ରୁ ୦୨.୫୮
ଦିବା- ୦୩.୪୪ ରୁ ୦୫.୧୬
ସନ୍ଧ୍ୟା- ୦୬.୦୬ ରୁ ୦୮.୨୪
ରାତ୍ରି- ୧୧.୫୬ ରୁ ୦୧.୩୬
ରାତ୍ରି- ୦୨.୨୬ ରୁ ୦୪.୦୬
ଅଶୁଭ ସମୟ
ରାହୁକାଳ - ଦିବା ୧୦.୦୫ ରୁ ୧୧.୩୧
କାଳବେଳା - ଦିବା ୧୦.୦୫ ରୁ ୧୧.୩୧
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୨୪ ରୁ ୦୯.୫୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697518771.jpg)