Today Panchang 20th May 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ, ଶନିବାରରେ କରନ୍ତୁ ଗ୍ରହଶାନ୍ତି ପୂଜା

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang 20th May 2023

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ପ୍ରତିପଦ ରାତ୍ରି ୦୯.୩୧ ଗତେ ୨ୟା,ଘାତ ଚନ୍ଦ୍ର – ବିଛା ଅହୋରାତ୍ର ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୮.୦୩ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୧୦.୦୫ ରୁ ୧୨.୦୯

ଦିବା ୦୨.୫୮ ରୁ ୦୩.୩୭

ରାତ୍ରି ୧୧.୨୧ ରୁ ୦୧.୩୩

ରାତ୍ରି ୦୩.୦୧ ରୁ ୦୩.୫୦

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୨୮ ରୁ ୧୦.୦୫

କାଳବେଳା – ପ୍ରାତଃ ୦୫.୧୩ ରୁ ୦୬.୫୦ ଓ ଦିବା ୦୪.୩୫ ରୁ ୦୬.୧୩

ବାରବେଳା – ଦିବା ୧୦.୨୦ ରୁ ୦୨.୫୮

କାଳରାତ୍ରି – ସନ୍ଧ୍ୟା ୦୬.୧୩ ରୁ ୦୭.୩୫ ଓ ରାତ୍ରି ୦୩.୫୦ ରୁ ୦୫.୧୨