Today Panchang 20th March 2023: ଜାଣନ୍ତୁ, ଆଜିର ଘାତ ଚନ୍ଦ୍ର ଓ ବାର

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି ୦୭.୩୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

Today Panchang

ଶୁଭ ସମୟ...

ପ୍ରାତଃ ୦୫.୫୪ ରୁ ୦୭.୨୪

ଦିବା ୧୦.୪୨ ରୁ ୦୧.୦୬
ସନ୍ଧ୍ୟା ୦୬.୪୧ ଓ ୦୯.୦୫
ରାତ୍ରି ୧୧.୫୩ ରୁ ୦୨.୪୧

ଅଧିକ ପଢ଼ନ୍ତୁ: ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଅଶୁଭ ସମୟ

ଋାହୁକାଳ – ପ୍ରାତଃ ୦୭.୨୪ ରୁ ୦୮.୫୪
କାଳବେଳା – ପ୍ରାତଃ ୦୭.୨୪ ରୁ ୦୮.୫୪
ବାରବେଳା – ଦିବା ୦୨.୫୪ ରୁ ୦୪.୨୪
କାଳରାତ୍ରି –  ରାତ୍ରି ୧୦.୨୩ ରୁ ୧୧.୫୩