/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ରବିବାର । ଚନ୍ଦ୍ର- ମେଷ ପ୍ରାତଃ ୦୬.୧୧ ଗତେ ବୃଷ । ତିଥି – ୧୦ମୀ ଦିବା ୧୨.୧୩ ଗତେ ୧୧ଶୀ । ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୧୧ ଗତେ ବିଛା ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ– ୨ପାଦ-କୃଷି ଓ ବଂଶ ହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୫୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୨୧ ରୁ ୦୯.୪୨
ଦିବା – ୦୧.୩୦ ରୁ ୦୨.୦୩
ସନ୍ଧ୍ୟା – ୦୭.୦୭ ରୁ ୦୯.୧୯
ରାତ୍ରି – ୧୨.୧୫ ରୁ ୦୧.୧୫
ରାତ୍ରି – ୦୨.୩୭ ରୁ ୦୩.୧୦
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୪୬ ରୁ ୦୬.୨୪
କାଳବେଳା – ଦିବା ୧୧.୫୨ ରୁ ୦୧.୩୦
ବାରବେଳା- ଦିବା ୧୦.୧୫ ରୁ ୧୧.୫୨
କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୩୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)