ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି – ଅମାବାସ୍ୟା ଦିବା ୧୨.୩୫ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୧୬ ରୁ ୦୭.୪୨
- ଦିବା ୧୦.୫୧ ରୁ ୦୧.୦୯
- ସନ୍ଧ୍ୟା ୦୬.୩୪ ରୁ ୦୯.୦୪
- ରାତ୍ରି ୧୨.୦୦ ରୁ ୦୨.୫୫
ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା
Advertisment
ଅଶୁଭ ସମୟ:
- ଋାହୁକାଳ - ପ୍ରାତଃ ୦୭.୪୨ ରୁ ୦୯.୦୮
- କାଳବେଳା – ପ୍ରାତଃ ୦୭.୪୨ ରୁ ୦୯.୦୮
- ବାରବେଳା – ଦିବା ୦୨.୫୨ ରୁ ୦୪.୧୮
- କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୨.୦୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676864482.jpg)