ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର – ସିଂହ ରାତ୍ରି ୧୨.୨୦ ଗତେ କନ୍ୟା,ତିଥି – ୧୧ ସିଂହ ରାତ୍ରି ୧୦.୧୦ ଗତେ ୧୨ଶୀ,ଘାତ ଚନ୍ଦ୍ର – କର୍କଟ , ମକର ରାତ୍ରି ୧୨.୨୦ ଗତେ ବୃଷ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୫୦ ଗତେ ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୦.୧୦ ଗତେ ୨ ପାଦ ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୨୧ ରୁ ୦୬.୫୭
- ଦିବା ୧୦.୨୭ ରୁ ୦୧.୦୦
- ଦିବା ୦୪.୩୦ ରୁ ୦୫.୧୫
- ସନ୍ଧ୍ୟା ୦୬.୫୧ ରୁ ୦୯.୦୬
- ରାତ୍ରି ୦୬.୫୧ ରୁ ୦୯.୦୬
- ରାତ୍ରି ୧୧.୪୩ ରୁ ୦୨.୨୧
ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...
Advertisment
ଅଶୁଭ ସମୟ:
- ଋାହୁକାଳ – ପ୍ରାତଃ ୦୬.୫୭ ରୁ ୦୮.୩୨
- କାଳବେଳା – ପ୍ରାତଃ ୦୬.୫୭ ରୁ ୦୮.୩୨
- ବାରବେଳା – ଦିବା ୦୨.୫୫ ରୁ ୦୪.୩୦
- କାଳରାତ୍ରି – ରାତ୍ରି ୧୦.୧୯ ରୁ ୧୧.୪୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682563786.jpg)