କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୨ୟା ରାତ୍ରି ୧୨.୦୯ ଗତେ ୩ୟା । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୨୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୨.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Also Read
ଶୁଭ ସମୟ
ଦିବା- ୧୦.୩୧ ରୁ ୦୧.୦୮
ରାତ୍ରି- ୦୮.୧୬ ରୁ ୧୦.୪୪
ରାତ୍ରି- ୧୨.୨୩ ରୁ ୦୨.୦୨
ରାତ୍ରି- ୦୨.୫୧ ରୁ ୦୪.୩୦
ଅଶୁଭ ସମୟ
ରାହୁକାଳ- ଦିବା ୦୯.୦୪ ରୁ ୧୦.୩୧
କାଳବେଳା- ପ୍ରାତଃ ୦୬.୦୯ ରୁ ୦୭.୩୭
ଦିବା ୦୪.୨୦ ରୁ ୦୫.୪୮
ବାରବେଳା- ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୫.୪୮ ରୁ ୦୭.୨୦
ନିଶାନ୍ତ ୦୪.୩୬ ରୁ ୦୬.୦୯