ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ୧୨ଶୀ ଦିବା ୦୧.୩୯ ଗତେ ୧୩ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୩୯ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୧୦ ରୁ ୦୬.୦୩
- ଦିବା ୦୯.୩୩ ରୁ ୧୧.୧୮
- ସନ୍ଧ୍ୟା ୦୭.୦୧ ରୁ ୦୯.୧୨
- ରାତ୍ରି ୦୧.୦୬ ରୁ ୦୨.୧୬
- ରାତ୍ରି ୦୩.୪୩ ରୁ ୦୫.୧୦
ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୨୨ ରୁ ୦୩.୦୧
- କାଳବେଳା – ଦିବା ୦୩.୦୧ ରୁ ୦୪.୩୯
- ବାରବେଳା – ଦିବା ୦୪.୩୯ ରୁ ୦୬.୧୮
- କାଳରାତ୍ରି – ରାତ୍ରି ୧୧.୪୪ ରୁ ୦୧.୦୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681787784.jpg)