Advertisment

Today Panchang 1st July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଦିବା ୦୩.୨୪ ଗତେ କନ୍ୟା । ତିଥି - ୬ଷ୍ଠୀ ଦିବା ୧୦.୨୦ ଗତେ ୭ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୦୩.୨୪ ଗତେ ବୃଷ ରାଶିର । ଘାତବାର – ମକର ରାଶିର ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୮.୫୪ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମ, ଅନ୍ନ ଓ ତିଳକାଞ୍ଚନ ଦାନ ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଦିବା ୦୩.୨୪ ଗତେ କନ୍ୟା । ତିଥି - ୬ଷ୍ଠୀ ଦିବା ୧୦.୨୦ ଗତେ ୭ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୦୩.୨୪ ଗତେ ବୃଷ ରାଶିର । ଘାତବାର – ମକର ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୮.୫୪ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମ, ଅନ୍ନ ଓ ତିଳକାଞ୍ଚନ ଦାନ । 

Advertisment

ଶୁଭ ସମୟ –

ପ୍ରାତଃ – ୦୫.୧୫ ରୁ ୦୬.୫୪

ଦିବା – ୦୯.୩୮ ରୁ ୧୨.୧୬

ଦିବା – ୦୪.୪୭ ରୁ ୦୫.୩୩

ସନ୍ଧ୍ୟା – ୦୬.୨୫ ରୁ ୦୭.୦୯

ରାତ୍ରି – ୦୯.୦୮ ରୁ ୧୦.୦୨

ରାତ୍ରି – ୧୨.୧୨ ରୁ ୦୨.୨୨

ଅଶୁଭ ସମୟ -

ରାହୁକାଳ - ଦିବା ୦୩.୦୮ ରୁ ୦୪.୪୭

କାଳବେଳା - ଦିବା ୦୧.୨୯ ରୁ ୦୩.୦୮

ବାରବେଳା- ପ୍ରାତଃ ୦୬.୫୪ ରୁ ୦୮.୩୨

କାଳରାତ୍ରି- ରାତ୍ରି ୦୭.୪୭ ରୁ ୦୯.୦୮

Astrology Panchang
Advertisment
Advertisment