Today Panchang 1st Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ବର୍ଷର ପ୍ରଥମ ଦିନରେ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି- ୧୦ମୀ ସନ୍ଧ୍ୟା ୦୭.୧୧ ଗତେ ୧୧ଶୀ,ଘାତ ଚନ୍ଦ୍ର- ମେଷ ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ପାଦ -କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୭.୦୮ ରୁ ୦୯.୧୮

ଦିବା ୦୧.୧୧ ରୁ ୦୩.୦୪

ଦିବା ୦୩.୪୮ ରୁ ୦୩.୫୩

ରାତ୍ରି ୦୭.୫୩ ରୁ ୦୯.୩୮

ରାତ୍ରି ୦୩.୦୭ ରୁ ୦୬.୨୫

ଅଶୁଭ ସମୟ:

ଋାହୁକାଳ - ଦିବା ୦୩.୫୩ ରୁ ୦୫.୧୪

କାଳବେଳା – ଦିବା ୧୧.୫୦ ରୁ ୦୧.୧୧

ବାରବେଳା – ଦିବା ୧୦.୨୮ ରୁ ୧୧.୫୦

କାଳରାତ୍ରି – ରାତ୍ରି ୦୧.୨୮ ରୁ ୦୩.୦୭