Today Panchang 1st April 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଚନ୍ଦ୍ର – କର୍କଟ ନିଶାନ୍ତ ୦୪.୪୮ ଗତେ ସିଂହ,ତିଥି – ୧୧ଶୀ ରାତ୍ରି ୦୪.୨୦ ଗତେ ୧୨ଶୀ,ଘାତ ଚନ୍ଦ୍ର – ନିଶାନ୍ତ ୦୪.୪୮ ଗତେ କର୍କଟ, ମକର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୪.୨୦ ଗତେ ୨ ପାଦ

ଶୁଭ ସମୟ:

ଦିବା ୧୦.୧୯ ରୁ ୦୧.୦୪

ରାତ୍ରି ୦୮.୧୮ ରୁ ୧୦.୩୯

ରାତ୍ରି ୧୨.୧୩ ରୁ ୦୧.୪୮

ରାତ୍ରି ୦୨.୩୫ ରୁ ୦୪.୦୯

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୪୭ ରୁ ୧୦.୧୯

କାଳବେଳା – ପ୍ରାତଃ ୦୫.୪୪ ରୁ ୦୭.୧୭ ଓ ୦୪.୨୫ ରୁ ୦୫.୫୭

ବାରବେଳା – ଦିବା ୦୧.୨୨ ରୁ ୦୨.୫୩

କାଳରାତ୍ରି – ସନ୍ଧ୍ୟା ୦୫.୫୭ ରୁ ୦୭.୨୫ ଓ ରାତ୍ରି ୦୪.୧୫ ରୁ ୦୫.୪୩