Panchang
ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୦୬ ଗତେ ସିଂହ । ତିଥି – ୧୩ଶୀ ରାତ୍ରି ୧୧.୩୭ ଗତେ ୧୪ଶୀ । ଘାତଚନ୍ଦ୍ର - ପ୍ରାତଃ ୦୭.୦୬ ଗତେ କର୍କଟ ଓ ମକର ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୩୮ ରୁ ୦୬.୨୬
ପ୍ରାତଃ – ୦୭.୧୪ ରୁ ୦୮.୩୯
ଦିବା – ୧୨.୦୪ ରୁ ୦୩.୧୭
ଦିବା – ୦୪.୦୫ ରୁ ୦୫.୪୨
ସନ୍ଧ୍ୟା – ୦୬.୨୯ ରୁ ୦୮.୪୧
ରାତ୍ରି – ୧୨.୦୪ ରୁ ୦୧.୩୯
ରାତ୍ରି – ୦୨.୨୭ ରୁ ୦୪.୦୩
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୦୯ ରୁ ୧୧.୪୦
କାଳବେଳା – ଦିବା ୧୦.୦୯ ରୁ ୧୧.୪୦
ବାରବେଳା- ଦିବା ୦୮.୩୯ ରୁ ୧୦.୦୯
କାଳରାତ୍ରି – ରାତ୍ରି ୦୮.୪୧ ରୁ ୧୦.୧୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)