Today Panchang 19th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୪ର୍ଥୀ ଦିବା ୦୧.୪୩ ଗତେ ୫ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ  ଦିବା ୦୧.୪୭ ଗତେ ୨ ପାଦ କୃଷି ଓ ବଶଂହାନି-ଭୂମି ଓ ତିଳକାଞ୍ଚନ ଦାନ 

ଶୁଭ ସମୟ...

ପ୍ରାତଃ-  ୦୫.୩୮ ରୁ ୦୬.୨୬

ଦିବା- ୦୮.୩୯ ରୁ ୧୧.୧୬
ସନ୍ଧ୍ୟା- ୦୫.୪୨ ରୁ ୦୭.୧୨
ରାତ୍ରି – ୦୮.୪୧ ରୁ ୦୮.୫୩
ରାତ୍ରି- ୦୯.୪୧ ରୁ ୧୨.୦୪
ରାତ୍ରି- ୦୧.୩୯ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୩୮

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ସମସ୍ୟା ଥିଲେ ଉଚ୍ଚ ରକ୍ତଚାପ ରୋଗ ହୋଇଥାଏ; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ...

ରାହୁକାଳ - ଦିବା ୦୨.୪୧ ରୁ ୦୪.୧୨
କାଳ ବେଳା – ଦିବା ୦୧.୧୧ ରୁ ୦୨.୪୧
ବାର ବେଳା –ପ୍ରାତଃ ୦୭.୦୮ ରୁ ୦୮.୩୯
କାଳରାତ୍ରି –ସନ୍ଧ୍ୟା ୦୭.୧୨ ରୁ ୦୮.୪୧