Today Panchang 19th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୦ମୀ ଦିବା ୧୦/୩୦ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ୧ ତିଳକାଞନ ଦାନ ରାତ୍ରି ୧୨/୧୨ ଗତେ ୧ ପାଦ

ଶୁଭ ସମୟ:

ପ୍ରାତଃ ୦୭/୨୯ ରୁ ୦୮/୪୬

ଦିବା ୧୧/୫୩ ରୁ ୧୨/୫୪

ଦିବା ୦୨/୧୭ ରୁ ୦୨/୫୦

ଦିବା ୦୩/୩୪ ରୁ ୦୩/୪୦

ରାତ୍ରି ୦୨/୩୩ ରୁ ୦୩/୨୫

ଅଶୁଭ ସମୟ:

ଋାହୁକାଳ - ଦିବା ୦୮/୪୬ ରୁ ୧୦/୦୯

କାଳବେଳା - ପ୍ରାତଃ ୦୬/୦୧ ରୁ ୦୭/୨୩ ଓ ଦିବା ୦୬/୪୦ ରୁ ୦୫/୦୨

ବାରବେଳା – ଦିବା ୧୨/୫୪ ରୁ ୦୨/୧୭

କାଳରାତ୍ରି – ସନ୍ଧ୍ୟା ୦୫/୦୨ ରୁ ୦୬/୪୦ ଓ ରାତ୍ରି ୦୪/୨୪ ରୁ ୦୬/୦୧