Advertisment

Today Panchang 19th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ଜିନିଷ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ, ବୁଧବାର। ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୨ୟା ନିଶାନ୍ତ ୦୪.୩୦ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ। ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 19th July 2023

Today Panchang

Advertisment

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ, ବୁଧବାର। ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୨ୟା ନିଶାନ୍ତ ୦୪.୩୦ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – କର୍କଟ, ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ

Advertisment

ଶୁଭ ସମୟ...

ପ୍ରାତଃ ୦୫.୨୧ ରୁ ୦୭.୦୫
ଦିବା ୧୦.୧୫ ରୁ ୧୧.୨୬
ଦିବା ୦୨.୦୩ ରୁ ୦୫.୩୨
ସନ୍ଧ୍ୟା ୦୭.୦୮ ରୁ ୧୦.୪୭
ରାତ୍ରି ୦୧.୪୨ ରୁ ୦୨.୩୭
ରାତ୍ରି ୦୩.୪୯ ରୁ ୦୫.୨୧

ଅଶୁଭ ସମୟ...

ଋାହୁକାଳ – ଦିବା ୧୧.୫୨ ରୁ ୦୧.୩୦
କାଳବେଳା – ଦିବା ୦୮.୩୭ ରୁ ୧୦.୧୫
ବାରବେଳା – ଦିବା ୧୧.୫୨ ରୁ ୦୧.୩୦
କାଳରାତ୍ରି – ରାତ୍ରି ୦୨.୩୭ ରୁ ୦୩.୫୯

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ