Advertisment

Today Panchang 19th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 19th Jan 2023

Today Panchang

Advertisment

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ଦିବା ୦୩.୧୭ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୧୮ ଗତେ ୧୩ଶୀ ଘାତ ଚନ୍ଦ୍ର – ଦିବା ୦୩.୧୭ ଗତେ ତୁଳା , କୁମ୍ଭ । ଘାତ ବାର- ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୧୮ ପର୍ଯ୍ୟନ୍ତ

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୨୭ ରୁ ୦୭.୫୫
  • ଦିବା ୧୦.୫୧ ରୁ ୦୧.୦୩
  • ରାତ୍ରି ୦୨.୫୯ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଆପଣଙ୍କ ବଗିଚାରେ ଏହିସବୁ ଗଛ ଲଗାନ୍ତୁ; ମିଳିବ ଶୁଭ ଫଳ

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୧.୧୯ ରୁ ୦୨.୪୧
  • କାଳବେଳା – ଦିବା ୦୨.୪୧ ରୁ ୦୪.୦୪
  • ବାରବେଳା – ଦିବା ୦୪.୦୪ ରୁ ୦୫.୨୬
  • କାଳରାତ୍ରି – ରାତ୍ରି ୧୧.୫୭ ରୁ ୦୧.୩୪
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ