Today Panchang 19th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର ।ଚନ୍ଦ୍ର – ମକର ରାତ୍ରି ୦୧.୧୪ ଗତେ କୁମ୍ଭ,ତିଥି – ୧୪ଶୀ ଦିବା ୦୪.୧୮ ଗତେ ଅମାବାସ୍ୟା। ଘାତ ଚନ୍ଦ୍ର – ସିଂହ ରାତ୍ରି ୦୧.୧୪ ଗତେ ମିଥୁନ ଓ ମୀନ । ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬.୧୭ ରୁ ୧୦.୦୬

ଦିବା ୦୧.୨୬ ରୁ ୦୧.୫୫

ସନ୍ଧ୍ୟା ୦୬.୩୪ ରୁ ୦୯.୦୪

ରାତ୍ରି ୧୨.୨୫ ରୁ ୦୧.୩୪

ରାତ୍ରି ୦୩.୦୮ ରୁ ୦୩.୪୬

ଅଶୁଭ ସମୟ:

ଋାହୁକାଳ - ଦିବା ୦୪.୧୮ ରୁ ୦୫.୪୪

କାଳବେଳା – ଦିବା ୧୨.୦୦ ରୁ ୦୧.୨୬

ବାରବେଳା – ଦିବା ୧୦.୩୪ ରୁ ୧୨.୦୦

କାଳରାତ୍ରି – ରାତ୍ରି ୦୧.୩୪ ରୁ ୦୩.୦୮