Advertisment

Today Panchang 18th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୨.୪୦ ଗତେ ମିଥୁନ । ତିଥି – ୧୦ମୀ ସନ୍ଧ୍ୟା ୦୫.୨୨ ଗତେ ୧୧ଶୀ । ଘାତଚନ୍ଦ୍ର- ବିଛା ରାଶିର , ଦିବା ୦୨.୪୦ ଗତେ କନ୍ୟା ରାଶିର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି

author-image
Deepak Acharya
undefined

Panchang

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୨.୪୦ ଗତେ ମିଥୁନ । ତିଥି – ୧୦ମୀ ସନ୍ଧ୍ୟା ୦୫.୨୨ ଗତେ ୧୧ଶୀ । ଘାତଚନ୍ଦ୍ର- ବିଛା ରାଶିର , ଦିବା ୦୨.୪୦ ଗତେ କନ୍ୟା ରାଶିର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି

Advertisment

ଶୁଭ ସମୟ-

ପ୍ରାତଃ – ୦୫.୩୧ ରୁ ୦୭.୦୬
ଦିବା – ୧୦.୩୪ ରୁ  ୦୧.୦୬
ଦିବା – ୦୪.୩୪ ରୁ ୦୫.୧୮
ସନ୍ଧ୍ୟା – ୦୬.୫୪ ରୁ ୦୯.୧୧
ରାତ୍ରି – ୧୧.୫୦ ରୁ ୦୨.୨୯

ଅଶୁଭ ସମୟ - 

ରାହୁକାଳ - ପ୍ରାତଃ ୦୭.୦୬ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୬ ରୁ ୦୮.୪୦
ବାରବେଳା- ଦିବା ୦୨.୫୯ ରୁ ୦୪.୩୪
କାଳରାତ୍ରି- ରାତ୍ରି ୧୦.୨୫ ରୁ ୧୧.୫୦

Advertisment
Astrological Prediction Astrology Panchang
Advertisment
Advertisment