Today Panchang 17th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ।ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୧୪ଶୀ ଦିବା ୦୯.୧୧ ଗତେ ଅମାବାସ୍ୟା ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ- କୃଷିହାନି – ଭୂମିଦାନ

ଶୁଭ ସମୟ:

ଦିବା ୧୦.୦୮ ରୁ ୧୨.୧୩

ଦିବା ୦୩.୦୫ ରୁ ୦୩.୪୫

ରାତ୍ରି ୦୭.୪୪ ରୁ ୦୭.୪୯

ରାତ୍ରି ୧୧.୨୬ ରୁ ୦୧.୩୫

ରାତ୍ରି ୦୩.୨୦ ରୁ ୦୩.୫୦

ଅଶୁଭ ସମୟ

ଋାହୁକାଳ – ଦିବା ୦୮.୨୯ ରୁ ୧୦.୦୮

କାଳବେଳା – ପ୍ରାତଃ ୦୫.୧୧ ରୁ ୦୬.୫୦ ଓ ଦିବା ୦୪.୪୪ ରୁ ୦୬.୨୩

ବାରବେଳା – ଦିବା ୦୧.୨୬ ରୁ ୦୩.୦୫

କାଳରାତ୍ରି – ସନ୍ଧ୍ୟା ୦୬.୨୩ ରୁ ୦୭.୪୪ ଓ ରାତ୍ରି ୦୩.୫୦ ରୁ ୦୫.୧୧