/odishatv-khabar/media/post_attachments/uploadimage/library/16_9/16_9_0/Panchang_1738642026.jpg)
Panchang
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୮ ଗତେ ମେଷ । ତିଥି – ୭ମୀ ସନ୍ଧ୍ୟା ୦୭.୦୯ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୩.୩୮ ଗତେ ମେଷ ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ– ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ସନ୍ଧ୍ୟା ୦୭.୦୯ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୨୦ ରୁ ୦୭.୦୫
ଦିବା – ୧୦.୩୪ ରୁ ୦୧.୧୧
ରାତ୍ରି – ୦୨.୨୬ ରୁ ୦୩.୦୯
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୩୦ ରୁ ୦୩.୦୮
କାଳବେଳା – ଦିବା ୦୩.୦୮ ରୁ ୦୪.୪୬
ବାରବେଳା- ଦିବା ୦୪.୪୬ ରୁ ୦୬.୨୪
କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)