Today Panchang 17th Feb 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ମୁହୂର୍ତ୍ତ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ

Today Panchang

ଶୁଭ ସମୟ-

ପ୍ରାତଃ ୦୬.୧୮ ରୁ ୦୭.୦୪

ପ୍ରାତଃ ୦୭.୪୯ ରୁ ୦୯.୦୯
ଦିବା ୧୨.୨୩ ରୁ ୦୨.୪୦
ଦିବା ୦୪.୧୧ ରୁ ୦୫.୪୩
ସନ୍ଧ୍ୟା ୦୭.୨୩ ରୁ ୦୮.୫୧
ରାତ୍ରି ୦୨.୦୬ ରୁ ୦୪.୩୭

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଅଶୁଭ ସମୟ-

ଋାହୁକାଳ - ଦିବା ୧୦.୩୫ ରୁ ୧୨.୦୦
କାଳବେଳା – ଦିବା ୧୦.୩୫ ରୁ ୧୨.୦୦
ବାରବେଳା – ଦିବା ୦୯.୦୯ ରୁ ୧୦.୩୫
କାଳରାତ୍ରି – ରାତ୍ରି ୦୮.୫୧ ରୁ ୧୦.୨୬