/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ରବିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୭.୨୪ ଗତେ ୧୦ମୀ
ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୩୧ ରୁ ୦୯.୪୪
ଦିବା – ୦୧.୨୫ ରୁ ୦୧.୫୭
ସନ୍ଧ୍ୟା – ୦୬.୫୫ ରୁ ୦୯.୧୧
ରାତ୍ରି – ୧୨.୧୩ ରୁ ୦୧.୧୫
ରାତ୍ରି – ୦୨.୪୧ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୩୫ ରୁ ୦୬.୧୦
କାଳବେଳା – ଦିବା ୧୧.୫୦ ରୁ ୦୧.୨୫
ବାରବେଳା- ଦିବା ୧୦.୧୫ ରୁ ୧୧.୫୦
କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)