/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୨.୨୯ ଗତେ କର୍କଟ । ତିଥି – ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ । ଘାତଚନ୍ଦ୍ର - କନ୍ୟା ରାଶିର ରାତ୍ରି ୧୨.୨୯ ପର୍ଯ୍ୟନ୍ତ । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୪୬ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୭ ରୁ ୦୬.୨୬
ଦିବା – ୦୮.୩୯ ରୁ ୧୧.୧୭
ସନ୍ଧ୍ୟା – ୦୫.୪୪ ରୁ ୦୭.୧୪
ରାତ୍ରି – ୦୮.୪୩ ରୁ ୦୮.୫୫
ରାତ୍ରି – ୦୯.୪୨ ରୁ ୧୨.୦୫
ରାତ୍ରି – ୦୧.୪୦ ରୁ ୦୩.୧୫
ରାତ୍ରି – ୦୪.୦୨ ରୁ ୦୫.୩୮
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୪୩ ରୁ ୦୪.୧୪
କାଳବେଳା – ଦିବା ୦୧.୧୨ ରୁ ୦୨.୪୩
ବାରବେଳା- ପ୍ରାତଃ ୦୭.୦୮ ରୁ ୦୮.୩୯
କାଳରାତ୍ରି- ସନ୍ଧ୍ୟା ୦୭.୧୪ ରୁ ୦୮.୪୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)