Today Panchang 16th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର ।

Today Panchang

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତ ବାର – ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ –୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ । ପ୍ରାତଃ ୦୭.୩୫ ଗତେ ୧ ପାଦ କୃଷିହାନି-ଭୂମିଦାନ । ଦିବା ୦୯.୧୭ ଗତେ ୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ।

ଶୁଭ ସମୟ

ଦିବା –୧୦.୧୦ ରୁ ୧୨.୫୪

ରାତ୍ରି - ୦୮.୦୭ ରୁ ୧୦.୩୦

ରାତ୍ରି - ୧୨.୦୫ ରୁ ୦୧.୪୦

ରାତ୍ରି - ୦୨.୨୭ ରୁ ୦୪.୦୨

ଅଶୁଭ ସମୟ

ରାହୁକାଳ –ଦିବା ୦୮.୩୯ ରୁ ୧୦.୧୦

କାଳବେଳା –ପ୍ରାତଃ ୦୫.୩୭ ରୁ ୦୭.୦୮ ଓ ଦିବା ୦୪.୧୪ ରୁ ୦୫.୪୫

ବାରବେଳା – ଦିବା ୦୧.୧୨ ରୁ ୦୨.୪୩

କାଳ ରାତ୍ରି – ସନ୍ଧ୍ୟା ୦୫.୪୫ ରୁ ୦୭.୧୪ ଓ ରାତ୍ରି ୦୪.୦୮ ରୁ ୦୫.୩୭