ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର ,ତିଥି – ୯ମୀ ଦିବା ୦୪.୩୯ ଗତେ ୧୦ମୀ ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନିଶାନ୍ତ ୦୪.୪୬ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
Also Read
ଶୁଭ ସମୟ:
- ପ୍ରାତଃ ୦୫.୫୮ ରୁ ୦୭.୩୩
- ଦିବା ୧୦.୨୪ ରୁ ୦୧.୦୭
- ରାତ୍ରି ୦୨.୪୪ ରୁ ୦୩.୩୨
ଅଧିକ ପଢ଼ନ୍ତୁ: ଘରର ମୁଖ୍ୟଦ୍ୱାର ଭୁଲ୍ ସ୍ଥାନରେ ଥିଲେ ହୋଇଥାଏ ଏମିତି କ୍ଷତି...
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୨୪ ରୁ ୦୨.୫୪
- କାଳବେଳା – ଦିବା ୦୨.୫୪ ରୁ ୦୪.୨୩
- ବାରବେଳା – ଦିବା ୦୪.୨୩ ରୁ ୦୫.୫୨
- କାଳରାତ୍ରି – ରାତ୍ରି ୧୧.୫୫ ରୁ ୦୧.୨୫