/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୬ଷ୍ଠୀ ରାତ୍ରି ୦୯.୦୨ ଗତେ ୭ମୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ପ୍ରାତଃ ୦୫.୪୬ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୯.୦୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୨୦ ରୁ ୦୭.୦୫
ଦିବା – ୧୦.୧୪ ରୁ ୧୧.୨୬
ଦିବା – ୦୨.୦୩ ରୁ ୦୫.୩୨
ସନ୍ଧ୍ୟା – ୦୭.୦୮ ରୁ ୧୦.୪୭
ରାତ୍ରି – ୦୧.୪୨ ରୁ ୦୨.୩୬
ରାତ୍ରି – ୦୩.୫୮ ରୁ ୦୫.୨୦
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୫୨ ରୁ ୦୧.୩୦
କାଳବେଳା – ଦିବା ୦୮.୩୬ ରୁ ୧୦.୧୪
ବାରବେଳା- ଦିବା ୧୧.୫୨ ରୁ ୦୧.୩୦
କାଳରାତ୍ରି- ରାତ୍ରି ୦୨.୩୬ ରୁ ୦୩.୫୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)