Today Panchang 16th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ଅମାବାଶ୍ୟା ଦିବା ୦୩.୦୮ ଗତେ ପ୍ରତିପଦ । ଘାତ ଚନ୍ଦ୍ର- ଦିବା ୦୪.୫୭ ଗତେ କର୍କଟ ଓ ମକର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୫.୩୦ରୁ ୦୭.୧୨

ଦିବା ୧୦.୧୫ରୁ ୧୧.୨୫

ଦିବା ୦୧.୫୭ରୁ ୦୫.୨୦

ସନ୍ଧ୍ୟା ୦୬.୫୬ରୁ ୧୦.୪୩

ରାତ୍ରି ୦୧.୪୪ରୁ ୦୨.୪୧

ରାତ୍ରି ୦୪.୦୬ରୁ ୦୫.୩୦

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଅଶୁଭ ସମୟ

ଋାହୁକା- ଦିବା ୧୧.୫୦ରୁ ୦୧.୨୫

କାଳବେଳା- ଦିବା ୦୮.୪୦ରୁ ୧୦.୧୫

ବାରବେଳା- ଦିବା ୧୧.୫୦ରୁ ୦୧.୨୫

କାଳରାତ୍ରି- ରାତ୍ରି ୦୨.୪୧ରୁ ୦୪.୦୬