Advertisment

Today Panchang 15th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି – ୯ମୀ ରାତ୍ରି ୦୧.୩୧ ଗତେ ୧୦ମୀ । ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି – ୯ମୀ ରାତ୍ରି ୦୧.୩୧ ଗତେ ୧୦ମୀ । ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୩୭ ରୁ ୦୭.୦୮
ଦିବା – ୧୦.୨୮ ରୁ ୧୨.୫୪
ଦିବା – ୦୪.୧୪ ରୁ ୦୪.୫୭
ସନ୍ଧ୍ୟା – ୦୬.୩୩ ରୁ ୦୮.୫୫
ରାତ୍ରି – ୧୧.୪୧ ରୁ ୦୨.୨୭
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୦୮ ରୁ ୦୮.୩୯
କାଳବେଳା – ପ୍ରାତଃ ୦୭.୦୮ ରୁ ୦୮.୩୯
ବାରବେଳା- ଦିବା ୦୨.୪୩ ରୁ ୦୪.୧୪
କାଳରାତ୍ରି- ରାତ୍ରି ୧୦.୧୨ ରୁ ୧୧.୪୧

Advertisment
Astrological Prediction Astrology Panchang
Advertisment
Advertisment