Today Panchang 15th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Today Panchang

ସୌର ତୁଳା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଚନ୍ଦ୍ର- ବିଛା ରାତ୍ରି ୦୩.୦୦ ଗତେ ଧନୁ ତିଥି-  ୨ୟା ଦିବା ୦୧.୪୭ ଗତେ ୩ୟା  ଘାତଚନ୍ଦ୍ର- ରାତ୍ରି ୦୩.୦୦ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୪୭ ପର୍ଯ୍ୟନ୍ତ

ଶୁଭ ସମୟ...

ପ୍ରାତଃ- ୦୫.୫୮ ରୁ ୦୮.୧୧

ଦିବା- ୧୦.୨୪ ରୁ ୧୧.୩୧
ଦିବା- ୦୧.୨୧ ରୁ ୦୩.୩୪
ସନ୍ଧ୍ୟା-୦୫.୫୫ ରୁ ୦୬.୪୬ 
ରାତ୍ରି- ୦୮.୩୦ ରୁ ୦୨.୪୫
ରାତ୍ରି- ୦୪.୨୨ ରୁ ୦୫.୫୯

ଅଶୁଭ ସମୟ...

ରାହୁକାଳ - ଦିବା ୧୧.୩୧ ରୁ ୧୨.୫୪
କାଳବେଳା- ଦିବା ୦୮.୪୪ ରୁ ୧୦.୦୭ 
ବାରବେଳା- ଦିବା ୧୧.୩୧ ରୁ ୧୨.୫୪
କାଳରାତ୍ରି- ରାତ୍ରି ୦୨.୪୫ ରୁ ୦୪.୨୨