Today Panchang 15th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଚନ୍ଦ୍ର – ବିଛା ପ୍ରାତଃ ୦୭.୩୩ ଗତେ ଧନୁ,ତିଥି – ୮ମୀ ସନ୍ଧ୍ୟା ୦୬.୪୬ ଗତେ ୯ମୀ,ଘାତ ଚନ୍ଦ୍ର – ପ୍ରାତଃ ୦୭.୩୩ ଗତେ ତୁଳା ଓ କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୫.୫୯ ରୁ ୦୭.୩୪

ଦିବା ୧୦.୨୬ ରୁ ୧୧.୩୨

ଦିବା ୦୧.୫୪ ରୁ ୦୫.୦୪

ସନ୍ଧ୍ୟା ୦୬.୪୦ ରୁ ୧୦.୪୨

ରାତ୍ରି ୦୪.୨୭ ରୁ ୦୫.୫୮

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୫୫ ରୁ ୦୧.୨୫

କାଳବେଳା – ଦିବା ୦୮.୫୭ ରୁ ୧୦.୨୬

ବାରବେଳା – ଦିବା ୧୧.୫୫ ରୁ ୦୧.୨୫

କାଳରାତ୍ରି – ରାତ୍ରି ୦୨.୫୬ ରୁ ୦୪.୨୭