Advertisment

Today Panchang 15th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୧.୫୭ ଗତେ ମୀନ । ତିଥି – ୫ମୀ ରାତ୍ରି ୧୦.୩୯ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ରାତ୍ରି ୧୧.୫୭ ଗତେ ଧନୁ ରାଶିର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୧୬ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

author-image
Deepak Acharya
undefined

Panchang

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୧.୫୭ ଗତେ ମୀନ । ତିଥି – ୫ମୀ ରାତ୍ରି ୧୦.୩୯ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ରାତ୍ରି ୧୧.୫୭ ଗତେ ଧନୁ ରାଶିର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୧୬ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Advertisment

ଶୁଭ ସମୟ –

ପ୍ରାତଃ – ୦୫.୨୦ ରୁ ୦୬.୫୮

ଦିବା – ୦୯.୪୧ ରୁ ୧୨.୧୮

ସନ୍ଧ୍ୟା – ୦୬.୨୫ ରୁ ୦୭.୦୮

ରାତ୍ରି – ୦୯.୦୮ ରୁ ୧୦.୦୩

ରାତ୍ରି – ୧୨.୧୪ ରୁ ୦୨.୨୫

ଅଶୁଭ ସମୟ -

ରାହୁକାଳ - ଦିବା ୦୩.୦୮ ରୁ ୦୪.୪୭

କାଳବେଳା – ଦିବା ୦୧.୩୦ ରୁ ୦୩.୦୮

ବାରବେଳା- ପ୍ରାତଃ ୦୬.୫୮ ରୁ ୦୮.୩୬

କାଳରାତ୍ରି- ରାତ୍ରି ୦୭.୪୭ ରୁ ୦୯.୦୮

Astrology Panchang
Advertisment
Advertisment