Advertisment

Today Panchang 15th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang

Today Panchang

Advertisment

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Advertisment

ଶୁଭ ସମୟ...    

ଦିବା ୦୮.୪୦ ରୁ ୧୦.୩୪
ଦିବା ୦୧.୦୭ ରୁ ୦୧.୨୬
ଦିବା- ୦୪.୩୬ ରୁ୦୫.୨୧
ସନ୍ଧ୍ୟା ୦୬.୧୧ ରୁ ୦୬.୫୭
ରାତ୍ରି ୦୯.୧୨ ରୁ ୧୧.୨୮
ରାତ୍ରି  ୦୧.୪୪ ରୁ ୦୩.୧୪

ଅଶୁଭ ସମୟ...

ଋାହୁକାଳ –ଦିବା ୦୩.୦୧ ରୁ ୦୪.୩୬
କାଳବେଳା – ଦିବା ୦୧.୨୬ ରୁ ୦୩.୦୧
ବାରବେଳା – ପ୍ରାତଃ ୦୭.୦୫ ରୁ ୦୮.୪୦
କାଳରାତ୍ରି – ରାତ୍ରି ୦୭.୩୬ ରୁ ୦୯.୦୧

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ