Advertisment

Today Panchang 13th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ଶନିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୬ଷ୍ଠୀ ପ୍ରାତଃ ୦୭.୨୩ ଗତେ ୭ମୀ ନିଶାନ୍ତ ୦୫.୦୪ ଗତେ ୮ମୀ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୨୩ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୫.୦୪ ଗତେ ୮ମୀ ୧ପାଦ-କୃଷିହାନି-ଭୂମିଦାନ ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ଶନିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି – ୬ଷ୍ଠୀ ପ୍ରାତଃ ୦୭.୨୩ ଗତେ ୭ମୀ ନିଶାନ୍ତ ୦୫.୦୪ ଗତେ ୮ମୀ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୨୩ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୫.୦୪ ଗତେ ୮ମୀ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୧୧ ରୁ ୧୨.୫୫
ରାତ୍ରି – ୦୮.୦୯ ରୁ ୧୦.୩୧
ରାତ୍ରି – ୧୨.୦୬ ରୁ ୦୧.୪୦
ରାତ୍ରି – ୦୨.୨୮ ରୁ ୦୪.୦୨
ଅଶୁଭ ସମୟ - 
ରାହୁକାଳ - ଦିବା ୦୮.୩୯ ରୁ ୧୦.୧୧
କାଳବେଳା – ପ୍ରାତଃ ୦୫.୩୭ ରୁ ୦୭.୦୮ ଓ ଦିବା ୦୪.୧୬ ରୁ ୦୫.୪୭
ବାରବେଳା- ଦିବା ୦୧.୧୩ ରୁ ୦୨.୪୫
କାଳରାତ୍ରି- ସନ୍ଧ୍ୟା ୦୫.୪୭ ରୁ ୦୭.୧୬ ଓ ରାତ୍ରି ୦୪.୦୮ ରୁ ୦୫.୩୭

Advertisment
Astrological Prediction Astrology Panchang
Advertisment
Advertisment