Today Panchang 13th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୩  ତାରିଖ, ସୋମବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୩  ତାରିଖ, ସୋମବାର, ଚନ୍ଦ୍ର- ତୁଳା  ରାତ୍ରି ୦୯.୧୬ ଗତେ ବିଛା ତିଥି-  ଅମାବାସ୍ୟା ଦିବା ୦୨.୫୭ ଗତେ ପ୍ରତିପଦ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୩.୨୨

ଶୁଭ ସମୟ...

ପ୍ରାତଃ- ୦୫.୫୭ ରୁ ୦୭.୨୦

ଦିବା- ୦୮.୫୫ ରୁ ୧୧.୦୮
ରାତ୍ରି- ୦୭.୩୮ ରୁ ୦୯.୫୪
ରାତ୍ରି- ୦୨.୩୧ ରୁ ୦୩.୨୩

ଅଶୁଭ ସମୟ...

ରାହୁକାଳ - ପ୍ରାତଃ ୦୭.୨୦ ରୁ ୦୮.୪୪
କାଳବେଳା- ପ୍ରାତଃ ୦୭.୨୦ ରୁ ୦୮.୪୪
ବାରବେଳା- ଦିବା ୦୨.୧୭ ରୁ ୦୩.୪୦
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୧