Today Panchang 13th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଘରୁ ବାହାରନ୍ତୁ ଶୁଭ ମୁହୂର୍ତ୍ତ ଦେଖି

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୫ମୀ ରାତ୍ରି ୧୨/୫୧ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର - ମେଷ ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ ଦିବା ୧୦/୧୮ ଗତେ ୨ପାଦ

ଶୁଭ ସମୟ:

ପ୍ରାତଃ ୦୬/୪୨ ରୁ ୦୮/୫୫

ଦିବା ୧୨/୫୪ ରୁ ୦୨/୫୦

ଦିବା ୦୩/୩୫ ରୁ ୦୩/୪୦

ଋାତ୍ରି ୦୭/୩୮ ରୁ ୦୯/୧୧

ଋାତ୍ରି ୧୧/୫୬ ରୁ ୦୧/୦୭

ରାତ୍ରି ୦୨/୪୪ ରୁ ୦୫/୫୮ ରାତ୍ରି ରୁ

ଅଶୁଭ ସମୟ:

ଋାହୁକାଳ - ଦିବା ୦୩/୪୦ ରୁ ୦୭/୦୪

କାଳବେଳା - ଦିବା ୧୧/୩୦ ରୁ ୧୨/୫୪

ବାରବେଳା – ଦିବା ୧୦/୦୭ ରୁ ୧୧/୩୦

କାଳରାତ୍ରି - ରାତ୍ରି ୦୧/୦୭ ରୁ ୦୨/୪୪