Today Panchang 13th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଚନ୍ଦ୍ର – ମୀନ ଦିବା ୦୧.୩୩ ଗତେ ମେଷ,ତିଥି – ୧୦ମୀ ଦିବା ୦୯.୨୯ ଗତେ ୧୧ଶୀ,ଘାତ ଚନ୍ଦ୍ର – ଧନୁ ଦିବା ୦୧.୩୩ ଗତେ ମେଷ,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୫.୧୧ ରୁ ୦୬.୫୦

ଦିବା ୦୯.୩୪ ରୁ ୧୨.୧୩

ଦିବା ୦୪.୪୩ ରୁ ୦୫.୨୯

ସନ୍ଧ୍ୟା ୦୬.୨୨ ରୁ ୦୭.୦୫

ରାତ୍ରି ୦୯.୦୪ ରୁ ୦୯.୫୮

ରାତ୍ରି ୦୪.୩୬ ରୁ ୦୪.୪୨

ରାତ୍ରି ୧୨.୦୮ ରୁ ୦୨.୧୮

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୪ ରୁ ୦୪.୪୩

କାଳବେଳା – ଦିବା ୦୧.୨୫ ରୁ ୦୩.୦୪

ବାରବେଳା – ପ୍ରାତଃ ୦୬.୫୦ ରୁ ୦୮.୨୮

କାଳରାତ୍ରି – ରାତ୍ରି ୦୭.୪୩ ରୁ ୦୯.୦୪