/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୩ ଗତେ କୁମ୍ଭ । ତିଥି – ୩ୟା ରାତ୍ରି ୦୧.୦୨ଗତେ ୪ର୍ଥୀ । ଘାତଚନ୍ଦ୍ର- ସିଂହ ରାଶିର , ସନ୍ଧ୍ୟା ୦୬.୫୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ –
ପ୍ରାତଃ – ୦୭.୦୪ ରୁ ୦୯.୪୧
ଦିବା – ୦୧.୩୦ ରୁ ୦୨.୫୫
ଦିବା – ୦୪.୪୦ ରୁ ୦୪.୪୭
ସନ୍ଧ୍ୟା – ୦୬.୨୫ ରୁ ୦୭.୫୨
ରାତ୍ରି – ୧୦.୪୭ ରୁ ୧୨.୫୭
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୪୭ ରୁ ୦୬.୨୫
କାଳବେଳା – ଦିବା ୧୧.୫୨ ରୁ ୦୧.୩୦
ବାରବେଳା- ଦିବା ୧୦.୧୪ ରୁ ୧୧.୫୨
କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)