Advertisment

Today Panchang 13th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 13th Feb 2023

Panchang

Advertisment

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର – ତୁଳା ରାତ୍ରି ୦୮.୩୬ ଗତେ ବିଛା,ତିଥି – ୭ମୀ ଦିବା ୦୯.୪୬ ଗତେ ୭ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମିଥୁନ ,ପୁଷ୍କର ଦୋଷ – ୨ ପାଦ -ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ଦିବା ୦୯.୪୬ ଗତେ ୧ ପାଦ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୨୦ ରୁ ୦୭.୪୫
  • ଦିବା ୧୦.୫୨ ରୁ ୦୧.୦୮
  • ଦିବା ୦୪.୧୬ ରୁ ୦୪.୫୫
  • ସନ୍ଧ୍ୟା ୦୬.୩୧ ରୁ ୦୯.୦୩
  • ରାତ୍ରି ୧୨.୦୦ ରୁ ୦୨.୫୭

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

Advertisment

ଅଶୁଭ ସମୟ:

  • ଋାହୁକାଳ - ପ୍ରାତଃ ୦୭.୪୫ ରୁ ୦୯.୧୦
  • କାଳବେଳା – ପ୍ରାତଃ ୦୭.୪୫ ରୁ ୦୯.୧୦
  • ବାରବେଳା – ଦିବା ୦୨.୫୧ ରୁ ୦୪.୧୬
  • କାଳରାତ୍ରି – ରାତ୍ରି ୦୧.୨୫ ରୁ ୧୨.୦୦
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: