Today Panchang 13th Dec 2022: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଘରେ କରିବେ ପୂଜା

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର॥ ଚନ୍ଦ୍ର – କର୍କଟ ରାତ୍ରି ୦୨.୩୨ ଗତେ ସିଂହ ତିଥି- ୫ମୀ ରାତ୍ରି ୦୯.୨୧ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- ରାତ୍ରି ୦୨.୩୨ ଗତେ କର୍କଟ, ମକର ଘାତ ବାର – ମକର ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬.୧୫ ରୁ ୦୬.୫୯

ଦିବା ୦୮.୫୮ ରୁ ୧୧.୧୯

ସନ୍ଧ୍ୟା ୦୫.୦୫ ରୁ ୦୬.୪୪

ରାତ୍ରି ୦୮.୨୩ ରୁ ୦୮.୩୬

ରାତ୍ରି ୦୧.୫୨ ରୁ ୦୩.୩୮

ଅଧିକ ପଢ଼ନ୍ତୁ: ସକାଳୁ ଉଠି ଦେଖନ୍ତୁ ନାହିଁ ଏହିସବୁ ଜିନିଷ, ଆସିପାରେ ବିପଦ

ଅଶୁଭ ସମୟ:

ଋାହୁକାଳ - ଦିବା ୦୨.୨୩ ରୁ ୦୩.୪୪

କାଳବେଳା - ଦିବା ୦୧.୦୧ ରୁ ୦୨.୨୩

ବାରବେଳା – ପ୍ରାତଃ ୦୭.୩୭ ରୁ ୦୮.୫୮

କାଳରାତ୍ରି – ସନ୍ଧ୍ୟା ୦୬.୪୪ ରୁ ୦୮.୨୩