• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୨ଶୀ ଦିବା ୦୮.୨୦ ଗତେ ୧୩ଶୀ । ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୪.୨୫ ପର୍ଯ୍ୟନ୍ତ । ଘାତ ବାର- ମେଷ । ପୁଷ୍କର ଦୋଷ- ୨ ପାଦ - କୃଷି ଓ ପଶୁ ହାନୀ- ଭୂମି ଓ ଅନ୍ନଦାନ ଦିବା ୦୮.୨୦ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

ଶୁଭ ସମୟ

ପ୍ରାତଃ ୦୫.୨୯ରୁ ୦୯.୪୪

ଦିବା ୦୧.୨୬ରୁ ୦୧.୫୮

ସନ୍ଧ୍ୟା ୦୬.୫୮ରୁ ୦୯.୧୩

ରାତ୍ରି ୧୨.୧୪ରୁ ୦୧.୧୬

ରାତ୍ରି ୦୨.୪୦ରୁ ୦୩.୧୪

ଅଶୁଭ ସମୟ

ଋାହୁକାଳ- ଦିବା ୦୪.୩୭ରୁ ୦୬.୧୩

କାଳବେଳା- ଦିବା ୧୧.୫୧ରୁ ୦୧.୨୬

ବାରବେଳା- ଦିବା ୧୦.୧୬ରୁ ୧୧.୫୧

କାଳରାତ୍ରି- ରାତ୍ରି ୦୧.୧୬ରୁ ୦୨.୪୦