Panchang
ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ସନ୍ଧ୍ୟା ୦୫.୩୦ ଗତେ ବୃଷ । ତିଥି – ୫ମୀ ଦିବା ୦୯.୫୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ମେଷ ରାଶିର, ସନ୍ଧ୍ୟା ୦୫.୩୦ ଗତେ ବିଛା ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର ।ପୁଷ୍କର ଦୋଷ – ଦିବା ୧୧.୫୯ ଗତେ ୧ପାଦ-କୁଟୁମ୍ବ ହାନି-ତିଳକାଞ୍ଚନ ଦାନ
ଶୁଭ ସମୟ-
ପ୍ରାତଃ – ୦୫.୩୭ ରୁ ୦୬.୨୫
ପ୍ରାତଃ – ୦୭.୧୪ ରୁ ୦୮.୩୯
ଦିବା – ୧୨.୦୭ ରୁ ୦୨.୩୩
ଦିବା – ୦୪.୧୧ ରୁ ୦୫.୪୮
ସନ୍ଧ୍ୟା – ୦୭.୨୩ ରୁ ୦୮.୪୫
ରାତ୍ରି – ୦୧.୪୧ ରୁ ୦୪.୦୨
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୧୧ ରୁ ୧୧.୪୨
କାଳବେଳା – ଦିବା ୧୦.୧୧ ରୁ ୧୧.୪୨
ବାରବେଳା- ଦିବା ୦୮.୩୯ ରୁ ୧୦.୧୧
କାଳରାତ୍ରି- ରାତ୍ରି ୦୮.୪୫ ରୁ ୧୦.୧୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)