Today Panchang 12th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Today Panchang

ସୌର ତୁଳା ମାସ  କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର । ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ୧୪ଶୀ ଦିବା ୦୨.୪୫ ଗତେ ଅମାବାସ୍ୟା ଘାତଚନ୍ଦ୍ର- ନାସ୍ତି ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ କୃଷିହାନି ଭୂମିଦାନ ରାତ୍ରି ୦୨.୫୦ ଗତେ ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞ୍ଚନ ଦାନ 

ଶୁଭ ସମୟ...

ପ୍ରାତଃ- ୦୬.୪୧ ରୁ ୦୮.୫୪

ଦିବା- ୧୨.୫୪ ରୁ ୦୨.୫୦
ଦିବା- ୦୩.୩୫ ରୁ ୦୩.୪୦
ରାତ୍ରି- ୦୭.୩୯ ରୁ ୦୯.୨୨
ରାତ୍ରି- ୧୧.୫୬ ରୁ ୦୧.୦୭
ରାତ୍ରି- ୦୨.୪୪ ରୁ ୦୫.୫୭

ଅଶୁଭ ସମୟ...

ରାହୁକାଳ - ଦିବା ୦୩.୪୦ ରୁ ୦୫.୦୪
କାଳବେଳା- ଦିବା ୧୧.୩୦ ରୁ ୧୨.୫୪
ବାରବେଳା- ଦିବା ୧୦.୦୭ ରୁ ୧୧.୩୦
କାଳରାତ୍ରି- ରାତ୍ରି ୦୧.୦୭ ରୁ ୦୨.୪୪