Today Panchang
Advertisment
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୧୭ ଗତେ ବିଛା,ତିଥି – ୫ମୀ ରାତ୍ରି ୧୦.୦୧ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ପ୍ରାତଃ ୦୭.୫୯ ଗତେ ୨ ପାଦ ।
Advertisment
ଶୁଭ ସମୟ:
ପ୍ରାତଃ ୦୬.୦୧ ରୁ ୦୯.୫୮
ଦିବା ୦୧.୨୫ ରୁ ୦୧.୫୪
ସନ୍ଧ୍ୟା ୦୭.୪୦ ରୁ ୦୯.୦୬
ରାତ୍ରି ୧୨.୨୦ ରୁ ୦୧.୨୭
ରାତ୍ରି ୦୬.୫୮ ରୁ ୦୩.୩୪
ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୨୨ ରୁ ୦୫.୫୧
କାଳବେଳା – ଦିବା ୧୧.୫୬ ରୁ ୦୧.୨୫
ବାରବେଳା – ଦିବା ୧୦.୨୭ ରୁ ୧୧.୫୬
କାଳରାତ୍ରି – ରାତ୍ରି ୦୧.୨୭ ରୁ ୦୨.୫୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678591225.jpg)