Today Panchang 12th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୯ମୀ ଦିବା ୧୦.୩୫ ଗତେ ୧୦ ମୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ଦିବା ୦୮.୪୧ ରୁ ୧୦.୨୭

ରାତ୍ରି ୦୯.୧୫ ରୁ ୧୦.୨୫

ରାତ୍ରି ୦୪.୩୬ ରୁ ୦୪.୪୨

ରାତ୍ରି ୦୩.୪୪ ରୁ ୦୪.୨୭

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୪୯ ରୁ ୦୮.୨୮

କାଳବେଳା – ପ୍ରାତଃ ୦୬.୪୯ ରୁ ୦୮.୨୮

ବାରବେଳା – ଦିବା ୦୩.୦୪ ରୁ ୦୪.୪୩

କାଳରାତ୍ରି – ରାତ୍ରି ୧୦.୨୫ ରୁ ୧୧.୪୬