Advertisment

Today Panchang 12th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ପ୍ରାତଃ ୦୬.୧୦ ଗତେ ମୀନ । ତିଥି – ୩ୟା ଦିବା ୦୮.୪୧ ଗତେ ୪ର୍ଥୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ପ୍ରାତଃ ୦୬.୧୦ ଗତେ ଧନୁ ରାଶିର । ଘାତବାର –  ମକର ରାଶିର । ପୁଷ୍କର ଦୋଷ– ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୫୧ ଗତେ ୧ପାଦ-କୃଷିହାନି-ଭୂମିଦାନ ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ପ୍ରାତଃ ୦୬.୧୦ ଗତେ ମୀନ । ତିଥି – ୩ୟା ଦିବା ୦୮.୪୧ ଗତେ ୪ର୍ଥୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ପ୍ରାତଃ ୦୬.୧୦ ଗତେ ଧନୁ ରାଶିର । ଘାତବାର –  ମକର ରାଶିର । ପୁଷ୍କର ଦୋଷ– ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୫୧ ଗତେ ୧ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-

ଦିବା – ୦୮.୪୦ ରୁ ୧୦.୩୫
ଦିବା – ୦୧.୦୭ ରୁ ୦୧.୨୭
ଦିବା – ୦୪.୩୮ ରୁ ୦୫.୨୨
ସନ୍ଧ୍ୟା – ୦୬.୧୩ ରୁ ୦୬.୫୮
ରାତ୍ରି – ୦୯.୧୩ ରୁ ୧୧.୨୯
ରାତ୍ରି – ୦୧.୪୪ ରୁ ୦୩.୧୪

ଅଶୁଭ ସମୟ - 

ରାହୁକାଳ - ଦିବା ୦୩.୦୨ ରୁ ୦୪.୩୮
କାଳବେଳା – ଦିବା ୦୧.୨୭ ରୁ ୦୩.୦୨
ବାରବେଳା- ପ୍ରାତଃ ୦୭.୦୫ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୩୮ ରୁ ୦୯.୦୨

Advertisment
Astrological Prediction Astrology Panchang
Advertisment
Advertisment