Today Panchang 12th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୬ଷ୍ଠୀ ପ୍ରାତଃ ୦୫.୩୯ ଗତେ ୭ମୀ,ଘାତ ଚନ୍ଦ୍ର – ତୁଳା , କୁମ୍ଭ ଅହୋରାତ୍ର,ଘାତ ବାର – କର୍କଟ,ପୁଷ୍କର ଦୋଷ – ପ୍ରାତଃ ୦୫.୩୯ ଗତେ ୧ ପାଦ- ପଶୁ ସମ୍ପଦ ନାଶ- ଅନ୍ନଦାନ ।

ଶୁଭ ସମୟ:

ପ୍ରାତଃ ୦୫.୩୫ ରୁ ୦୭.୧୪

ଦିବା ୧୦.୧୪ ରୁ ୧୧.୨୨

ଦିବା ୦୩.୩୧ ରୁ ୦୫.୧୦

ସନ୍ଧ୍ୟା ୦୬.୪୬ ରୁ ୧୦.୩୭

ରାତ୍ରି ୦୧.୪୩ ରୁ ୦୨.୪୦

ରାତ୍ରି ୦୪.୦୭ ରୁ ୦୫.୩୪

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୪୭ ରୁ ୦୧.୨୦

କାଳବେଳା – ଦିବା ୦୮.୪୧ ରୁ ୧୦.୧୪

ବାରବେଳା – ଦିବା ୧୧.୪୭ ରୁ ୦୧.୨୦

କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୭