Today Panchang 11th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ନୂନତ ଦ୍ରବ୍ୟ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଦିବା ୦୮.୪୬ ଗତେ ମୀନ,ତିଥି – ୮ମୀ ଦିବା ୧୨.୦୬ ଗତେ ୯ମୀ । ଘାତ ଚନ୍ଦ୍ର – ମିଥୁନ, ମୀନ ଦିବା ୦୮.୪୬ ଗତେ ଧନୁ,ଘାତ ବାର – ମେଷ,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୨.୩୨ ଗତେ ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬.୫୬ ରୁ ୦୯.୩୪

ଦିବା ୦୧.୨୫ ରୁ ୦୨.୫୦

ଦିବା ୦୪.୩୬ ରୁ ୦୪.୪୨

ସନ୍ଧ୍ୟା ୦୬.୨୧ ରୁ ୦୭.୪୮

ରାତ୍ରି ୧୦.୪୧ ରୁ ୧୨.୫୧

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୪୨ ରୁ ୦୬.୨୧

କାଳବେଳା – ଦିବା ୧୧.୪୬ ରୁ ୦୧.୨୫

ବାରବେଳା – ଦିବା ୧୦.୦୭ ରୁ ୧୧.୪୬

କାଳରାତ୍ରି – ରାତ୍ରି ୦୧.୦୭ ରୁ ୦୨.୨୮