Panchang
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୧୨.୦୭ ଗତେ ମକର ତିଥି- ପ୍ରତିପଦ ରାତ୍ରି ୦୨.୦୮ ଗତେ ୨ୟା
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୨.୦୭ ଗତେ ସିଂହ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ପ୍ରାତଃ ୦୫.୫୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୦୮ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ- ୦୬.୧୧ ରୁ ୦୭.୦୩
ଦିବା- ୧୨.୧୮ ରୁ ୦୨.୫୫
ସନ୍ଧ୍ୟା- ୦୬.୨୫ ରୁ ୦୮.୩୬
ରାତ୍ରି- ୧୨.୫୭ ରୁ ୦୩.୦୮
ରାତ୍ରି- ୦୩.୫୧ ରୁ ୦୫.୧୮
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୩ ରୁ ୧୧.୫୨
କାଳବେଳା- ଦିବା ୧୦.୧୩ ରୁ ୧୧.୫୨
ବାରବେଳା- ଦିବା ୦୮.୩୫ ରୁ ୧୦.୧୩
କାଳରାତ୍ରି- ରାତ୍ରି ୦୯.୦୯ ରୁ ୧୦.୩୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)